Jump to content

ନାକା ଘର

ଉଇକିଅଭିଧାନ‌ରୁ

ନାକା ଘର

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)—ବିଶେଷ୍ୟ -

[ସମ୍ପାଦନା]
୧. ସହଚର ଫାଟକ ନିକଟରେ ପ୍ରହରୀମାନଙ୍କ ଜଗିବା ଘର —୧. A room near the gate where watchmen keep guard over the town.
୨. ରାସ୍ତାରେ ପଣ୍ୟବାହୀମାନଙ୍କଠାରୁ ମାସୁଲ ଆଦାୟ କରିବା କର୍ମଚାରୀ ଯେଉଁ ଘରେ ରହେ — ୨. Toll gate-keeper's room.