Jump to content

ନାକି ଚଣା

ଉଇକିଅଭିଧାନ‌ରୁ

ନାକି ଚଣା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -(ସଂସ୍କୃତ - ନାସିକା+ ଚଣକ)

[ସମ୍ପାଦନା]

ବୁଟ; ବୁଣ୍ଟ —Gram.

[ଦ୍ରଷ୍ଟବ୍ୟ —ଏହା ଦେଖିବାକୁ ଚଣା ପରି, କିନ୍ତୁ ଏଥିର ମୁଣ୍ଡରେ ନାକ ପରି ଗୋଟିଏ ବଙ୍କା ମୁନ ବାହାରି ଥିବାରୁ ଏହାର ନାମ ନାକିଚଣା ହୋଇ ଅଛି]