Jump to content

ନାକି ସ୍ୱର

ଉଇକିଅଭିଧାନ‌ରୁ

ନାକି ସ୍ୱର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନାକିସୂର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାସିକା+ ସ୍ୱର)

[ସମ୍ପାଦନା]
୧. ଅନୁନାସିକା ଶବ୍ଦ — ୧. Nasal sound.
୨. ଅନୁନାସିକ ଉଚ୍ଚାରଣ — ୨. Nasal utterance.
୩. କେଁ କେଁୟାଁ ତୀକ୍ଷ୍ଣ ସ୍ୱର — ୩. Shrill note; treble.

ତାକୀ ଗାଉଣାକୁ ନାକି ସ୍ୱର, ମାଦଳ ବଜାଳି ତହୁଁ ଖର—ଢ଼ଗ