ନାକୁ
ଦେଖଣା
ନାକୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ନ=ନାହିଁ+ ଅକ ଧାତୁ= ଗମନ କରିବା+ କର୍ତ୍ତୃ. ଉ)
[ସମ୍ପାଦନା]- ୧. ବଲ୍ମୀବ; ଉଚ୍ଚ ହୁଙ୍କା — ୧. An-hill.
- ୨. ପର୍ବତ —୨. Mountain.
- ୩. ମାଟି ଢିପ —୩. A high mound of earth.
- ୪. (ନମ୍ ଧାତୁ= ବକ୍ର ବା ନମ୍ର ହେବା+ କର୍ତ୍ତୃ. ଉ)— ମୁନିବିଶେଷ —୪. The name of a sage.
ଦେଶଜ - ବିଶେଷଣ -
[ସମ୍ପାଦନା]ନାକୁଆ (ଦେଖ) - Nākuā (See)