Jump to content

ନାକୁଆ

ଉଇକିଅଭିଧାନ‌ରୁ

ନାକୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ— (ସଂସ୍କୃତ - ନାସିକା)

[ସମ୍ପାଦନା]
୧. ବଡ଼ ନାକଯୁକ୍ତ; ଲମ୍ୱନାସିକ; ଉନ୍ନତନାସିକ — ୧. Long-nosed; large-nosed; having a prominent nose.

ସାଧବଘରର ବୋହୂ ! ନାକୁଆ କଣ୍ଡରା ସାଙ୍ଗେ କେତେ ବାଟ ଯାଉ କାହାଣୀ ଗୀତ

୨. ଶୁକନାସିକା —୨. Having the nose hooked at the tip like the beak of a parrot.
୩. ବକ୍ରାଗ୍ର ଗୋଲ ବସ୍ତୁ (ଯଥା—ଆମ୍ୱ) — ୩. (a roundish thing; e.g. a mango) Having a hooked and pointed end.
୪. ଯେଉଁ ପାତ୍ରରେ ବଙ୍କା ହାତସା ଲାଗିଥାଏ — ୪. (a pot) Having a nozzle.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଫନ୍ଦରେ ପାଣି ଗଡ଼ିବା ପାଇଁ ନାକ ପରି ବାହାରିଥିବା ଫନ୍ଦବିଶିଷ୍ଟ ଜଳପାତ୍ର —A water jug with a nozzle.