ନାକୁଆସୀ
ଦେଖଣା
ନାକୁଆସୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନାକ ରନ୍ଧ୍ରରୁ କେଶ ଓପାଡ଼ିବା ପାଇଁ ଭଣ୍ଡାରିମାନେ ଯେଉଁ ସଣ୍ଡୁଆସି ପରି ଯନ୍ତ୍ର ବ୍ୟବହାର କରନ୍ତି —୧. Nippers or pincers used by barbers for plucking out the hairs from inside the nostrils.
ଅନୁବାଦ
[ସମ୍ପାଦନା]ନାକୁଆସୀ
|
- ୨. ପଶୁମାନଙ୍କ ନାକରେ ଲଗାଇ ଟାଣିବା ଦଉଡ଼ି — ୨. A rope passed through the perforated nostrils of a beast of burden.