ନାକୁଳ
ଦେଖଣା
ନାକୁଳ
ଉଚ୍ଚାରଣ
[ସମ୍ପାଦନା](ନାକୁଳୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ନକୁଳ+ ସମ୍ୱନ୍ଧାର୍ଥେ. ଅ)
[ସମ୍ପାଦନା]ନକୁଳସମ୍ୱନ୍ଧୀୟ — Relating to the mongoose.
ସଂସ୍କୃତ - ବିଶେଷ୍ୟ - (ନକୁଳ+ ଆ)
[ସମ୍ପାଦନା]- ୧. ନକୁଳର ସନ୍ତତି; ନେଉଳଛୁଆ —୧. The young ones of the mnngoose.
- ୨. ରାସ୍ନା (ଦେଖ) - —୨. Rāsnā (See)
- ୩. ସିମିଳି ମୂଷଳୀ (ଦେଖ) - — ୩. Simiḻi mūsha&lline;:ī (See)
- ୪. ଚବ୍ୟ (ଦେଖ) - —୪. Chabya (See)
- ୫. ଯବତିକ୍ତା (ଦେଖ) - — ୫. J̄abatiktā (See)