ନାକୁଳୀ
ଦେଖଣା
ନାକୁଳୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାକୁଳୀ
|
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. କୁକ୍ୱୁଟୀ କନ୍ଦ — ୧. An esculent root; Ophiorhiza Mungos.
[ଦ୍ରଷ୍ଟବ୍ୟ —ଏହା ଆସାମ ଓ ବ୍ରହ୍ମଦେଶର ସୁଗନ୍ଧ ବୃକ୍ଷବିଶେଷର ମୂଳ]
- ୨. ଗନ୍ଧନାକୁଳୀ; ଏକପ୍ରକାର ରାସ୍ନା — ୨. A herb; Ophioxylon Terpentinum; Acamphe Papillosa.
[ଦ୍ରଷ୍ଟବ୍ୟ —ଏହା ରାସ୍ନାଦି ବର୍ଗର ସୁଗନ୍ଧ ବୃକ୍ଷ ଏଥିର କନ୍ଦ ସବୁପ୍ରକାର ବିଷ, ବିଶେଷତଃ ସର୍ପବିଷନାଶକ ନାକୁଳୀ ୨ ପ୍ରକାର ନାକୁଳୀ, ୨ ଗନ୍ଧନାକୁଳୀ ଦୁହିଁଙ୍କ ଗୁଣ ସାମାନ ଏହା ତିକ୍ତ କଟୁ କଷାୟ ରସ ଓ ଉଷ୍ଣବୀର୍ଯ୍ୟ ଏହା ସର୍ପ ମାଙ୍କଡ଼ସା, ବିଛା, ମୂଷା ଆଦିର ବିଷ, ଜ୍ୱର ଓ ବଣ— ବିନାଶକ]
- ୩. ପିପ୍ପଳୀ ଲତା — ୩. Long pepper plant.
- ୪. ଶ୍ୱେତକଣ୍ଟକାରୀ ଗଛ — ୪. White Solanum (plant).
- ୫. ଚବ୍ୟ (ଦେଖ) - —୫. Chabya (See)
- ୬. ରାସ୍ନା (ଦେଖ) - —୬. Rāsnā (See)
- ୭. ଯବତିକ୍ତା (ଦେଖ) - —୭. J̄abatiktā (See)