ନାକେଈ
ଦେଖଣା
ନାକେଈ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାକେଈ
|
ନାକୋଈ, ନାକୋୟୀ ଅନ୍ୟରୂପ
(ନାକୁଆ—ପୁଂ)
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. ଯେଉଁ ସ୍ତ୍ରୀର ନାକ ବଡ଼ ବା ଉନ୍ନତ — ୧. (woman) Having a big or prominent nose.
- ୨. ଯେଉଁ ଆମ୍ୱର ଆଗ ପାଖରେ ନାକ ଭଳି ଗୋଟିଏ ମୁନ ବାହାରି ଥାଏ — ୨. A mango having a nose-likke protuberance at the end.