ନାକ୍ଷତ୍ରିକ
ଦେଖଣା
ନାକ୍ଷତ୍ରିକ
ଉଚ୍ଚାରଣ
[ସମ୍ପାଦନା](ନାକ୍ଷତ୍ରିକୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ନକ୍ଷତ୍ର+ ଇକ)
[ସମ୍ପାଦନା]- ୧. ନକ୍ଷତ୍ରସମ୍ୱନ୍ଧୀୟ — ୧. Astral; stellar; pertaining to a star; sidereal.
- ୨. (ଜ୍ୟୋତିଷ) ନକ୍ଷତ୍ରର ଗତିଦ୍ୱାରା ପରିମିତ — ୨. (astronomy) Measured by the apparent motion of a star or stars.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନାକ୍ଷତ୍ରିକ ମାସ (ହିନ୍ଦୀ - ଶବ୍ଦସାଗର) (ଦେଖ) - Nākshatrika māsa (See)