Jump to content

ନାକ କାଟିବା

ଉଇକିଅଭିଧାନ‌ରୁ

ନାକ କାଟିବା

ଉଚ୍ଚାରଣ

[ସମ୍ପାଦନା]

(ନାକ କାଟିଦେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ଲକ୍ଷଣାର୍ଥ) ପ୍ରକାଶ୍ୟରେ ଅପମାନିତ କରିବା —To insult publicly.

ମୁଁ ଯଦି ଏ କାମ ନ କରିପାରେଁ, ମୋ ନାକ କାଟିଦେବ—ଫକୀରମୋହନ. ଛମାଣଆଠଗୁଣ୍ଠ