ନାକ କାନ ମୋଡ଼ି ହେବା
ଦେଖଣା
ନାକ କାନ ମୋଡ଼ି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାକ କାନ ମୋଡ଼ି ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବଡ଼ ହଇରାଣ ହେବା — ୧. To be greatly troubled or harassed.
ମୁଁ ଏଥିରେ ପଡ଼ି ନାକ କାନ ମୋଡ଼ି ହେଲିଣି ଭିକାରି. ଯୌତୁକ
- ୨. ଆପଣାର ଦୋଷ ବା ତୃଟି ସ୍ୱୀକାର କରିବା — ୨. To confess one's fault.
- ୩. ଭବିଷ୍ୟତରେ କୌଣସି ନିର୍ଦ୍ଦିଷ୍ଟ କାମ ନ କରିବା ପାଇଁ କବୁଲ୍ କରିବା —୩. To promise not to do any particular thing in future.
- ୪. ଅନୁତାପ ପ୍ରକାଶ କରିବା — ୪. To express repentance.