Jump to content

ନାକ ଖୁଣ୍ଟିବା

ଉଇକିଅଭିଧାନ‌ରୁ

ନାକ ଖୁଣ୍ଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନାକଖୋଳିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ନାକର ରନ୍ଧ୍ର ମଧ୍ୟରେ ଆଙ୍ଗୁଠି ପୂରାଇ ତହିଁ ମଧ୍ୟରେ ଥିବା ମଇଳା ସଫା କରିବା — To cleanse the nostrils with one's finger.

[ ଦ୍ର—ଏହା କେତେକ ଲୋକଙ୍କର ଗୋଟିଏ ମନ୍ଦ ଅଭ୍ୟାସ ]