ନାକ ଘଷା
ଦେଖଣା
ନାକ ଘଷା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭୂଇଁରେ ନାକ ଘଷିବା ରୂପ ଦଣ୍ଡ; (ଚାଟଶାଳୀରେ ପିଲାଙ୍କୁ ଶିକ୍ଷକ ଦେବା ପୁରୁଣାକାଳିଆ ଦଣ୍ଡ) —୧. A kind of punishment in which the punished rubs his nose against the ground
- ୨. ହଲାପଟା ଅବସ୍ଥା — ୨. Harassment; boheration.
ଦେଶଜ - ବିଶେଷଣ -
[ସମ୍ପାଦନା]ହଲାପଟା; ଅସ୍ତବ୍ୟସ୍ତ — Much troubled or harassed.