ନାକ ଘଷିବା
ଦଣ୍ଡସ୍ୱରୂପ ବା ଦୋଷ ସ୍ୱୀକାର ପୂର୍ବକ ନିଜର ନାକକୁ ଭୂଇଁରେ ବା ପଥରରେ ଘଷିବା — To rub one's nose against the ground or any rough substance as a punishment.