ନାକ ଛିଞ୍ଚଡ଼ା
ଦେଖଣା
ନାକ ଛିଞ୍ଚଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାକ ଛିଞ୍ଚଡ଼ା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଘୃଣାରେ ନାକଦ୍ୱାରା ଉପର୍ଯ୍ୟୁପର ଶବ୍ଦ କରିବା — Suifing with the nose to indicate derision; sneering.
ଅନୁବାଦ
[ସମ୍ପାଦନା]ନାକ ଛିଞ୍ଚଡ଼ା
|
(ନାକଛିଞ୍ଚାଡ଼ୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେଉଁ ପୁରୁଷ ସାମାନ୍ୟ କଥାରେ ନାକ ଟାଉଁ ଟାଉଁ କରେ; ଅତି କ୍ରୋଧନସ୍ୱଭାବ (ବ୍ୟକ୍ତି) —Given to sniffing with the nose or sneering at slight thing.