ନାକ ଟାଉଁ ଟାଉଁ
ଦେଖଣା
ନାକ ଟାଉଁ ଟାଉଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାକ ଟାଉଁ ଟାଉଁ
|
(ନାକଡିଆଁ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନାକ ଛିଞ୍ଚାଡ଼ିବା; ନାସିକା କୁଞ୍ଜନ — ୧. Suiffing with derision.
ତୁଚ୍ଛାକୁ ଏତେ ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ ପିତ୍ତଳ ଗୁଣାରେ ନାକ ଟାଉଁ ଟାଉଁ ସୁନା ଗୁଣା ଥିଲେ ନୁହନ୍ତୁ କେତେ—ତଗ
- ୨. କ୍ରୋଧରେ ନାକ ଫୁଲାଇବା — ୨. Swelling of the nostrrils with rage.