Jump to content

ନାକ ଦଣ୍ଡା

ଉଇକିଅଭିଧାନ‌ରୁ

ନାକ ଦଣ୍ଡା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନାସିକାରେ ପୃଷ୍ଠଦେଶ; ଭ୍ରୁ ମଧ୍ୟରୁ ନାସାଗ୍ର ପର୍ଯ୍ୟନ୍ତ ଲମ୍ୱ ଅଂଶ —The back or bridge of the nose.

ରୋଗୀର ସର୍ବାଙ୍ଗ ସ୍ଥାନେ ଫୁଲିଅଛି; ନାକଦଣ୍ଡା ଫାଟିଯାଇ ରକ୍ତ ବହୁଅଛି—ଫକୀରମୋହନ ଛମାଣ ଆଠଗୁଣ୍ଠ