ନାକ ଦଣ୍ଡି
ଦେଖଣା
ନାକ ଦଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାକ ଦଣ୍ଡି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାକ+ଦଣ୍ଡ)
[ସମ୍ପାଦନା]- ୧. ଦୁଇ ନାକପୁଡ଼ାର ମଧ୍ୟସ୍ଥ ଅଂଶ — ୧. The partition wall between the two nostrils.
- ୨. ଦଣ୍ଡିନାକ; ନାକର ଯେଉଁ ଅଂଶରେ ଛିଦ୍ର ହୋଇ ଦଣ୍ଡି ପିନ୍ଧାଯାଏ — ୨. The septum of the nose; septulum.
- ୩. ନାସିକାଗ୍ର —୩. The tip of the nose.