ନାକ ଫୁଲେଇବା
ଦେଖଣା
ନାକ ଫୁଲେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାକ ଫୁଲେଇବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କ୍ରୋଧରେ ଫ ଫଁ ହେବା — ୧. To snarl or hiss with the nose through anger.
- ୨. ଘୃଣାରେ ନାକ ପୁଡ଼ାକୁ ବଡ଼ କରିବା — ୨. To sneer; to puff up one's nose; to turn up the nose.
- ୩. ସ୍ନେହାବେଗରେ ବା ଆନନ୍ଦରେ ନାକ ପୁଡ଼ାକୁ ବଡ଼ କରିବା — ୩. To puff up one's nose in affection or delight.