ନାକ ଫୋଡ଼ା
ଦେଖଣା
ନାକ ଫୋଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାକ ଫୋଡ଼ା
|
ନାକ ଫୋଡ଼ି, ନାକ ଫୋଡ଼ିଆ ଅନ୍ୟରୂପ
(ନାକଫୋଡ଼ୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯାହାର ନାକପୁଡ଼ାରେ ବା ନାକ— ଦଣ୍ଡିରେ ଛିଦ୍ର କରାଯାଇ ଥାଏ; ନାସାବିନ୍ଧା — One whose nose has been bored through.
ଦେଖୁଛୁ ନାକଫୋଡ଼ା, ପଚାରୁଛି ଆପର୍ତ୍ତିଆଣୀ—ଢ଼ଗ
[ଦ୍ରଷ୍ଟବ୍ୟ —ଗୁଣା ଆଦି ପିନ୍ଧିବା ପାଇଁ ସ୍ତ୍ରୀ ଲୋକଙ୍କ ନାକ ଫୋଡ଼ା ଯାଏ ଆପର୍ତ୍ତିଆଣୀଙ୍କ ନାକ ମଧ୍ୟ ଫୋଡ଼ା ହୁଏ ବଳଦ ଓ ମଇଁଷିଙ୍କ ନାକ ଫୋଡ଼ା ଯାଇ ତହିଁରେ ଦଉଡ଼ି ଗଳା ଯାଏ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅଳଙ୍କାର ପିନ୍ଧିବା ପାଇଁ ନାକପୁଡ଼ା ବା ନାକ ଦଣ୍ଡିରେ ଛିଦ୍ର କରଣ —୧. Boring of the nose.
- ୨. (ପୁଂ) ଅପର୍ତ୍ତିଆଣୀଙ୍କ ନାମ — ୨. A name given to Aparttiāṇi boys.