ନାକ ଫୋଡ଼ିବା
ଦେଖଣା
ନାକ ଫୋଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାକ ଫୋଡ଼ିବା
|
[ନାକ ଫୋଡ଼ା (ଡ଼େ)ଇବା—ଣିଜନ୍ତରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅଳଙ୍କାର ଆଦି ପିନ୍ଧିବା ପାଇଁ ନାକ ପୁଡ଼ାର ଚମରେ ବା ନାକ ଦଣ୍ଡିରେ ଛିଦ୍ରକରିବା — ୧. To bore through the outer skin of the nostrils or the septum.
[ଦ୍ରଷ୍ଟବ୍ୟ —ସ୍ତ୍ରୀ ଲୋକମାନଙ୍କର ଓ ଆପର୍ତ୍ତୀଆଣୀଙ୍କର ନାକ ଫୋଡ଼ା ଯାଏ]
- ୨. ବଳଦ, ମଇଷିଁ ଆଦିଙ୍କ ନାକଦଣ୍ଡିରେ ଦଉଡ଼ି ଗଳାଇବା ପାଇଁ ରନ୍ଧ୍ର କରିବା —୨. To bore the nose of beasts of burden for passing a string through it.