Jump to content

ନାକ ବକୁଳି

ଉଇକିଅଭିଧାନ‌ରୁ

ନାକ ବକୁଳି

ଉଚ୍ଚାରଣ

[ସମ୍ପାଦନା]

ନାକ ବକଳ, ନାକ ବକଳା ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାସିକା+ ବଳ୍କଳ)

[ସମ୍ପାଦନା]

ନାକ ଭିତରୁ ଛାଡ଼ୁ— ଥିବା ଶୁଖିଲା ଶିଂଘାଣି ଆଦିର ଖୋଳି —Thin dry layers of mucus which settle and then peel off from inside the nostrils.