Jump to content

ନାକ ମାଛି

ଉଇକିଅଭିଧାନ‌ରୁ

ନାକ ମାଛି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନାକ ବେସର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମାଛି ପରି ଆକାର ବିଶିଷ୍ଟ ନାଡ଼ ବା ଖିଲଯୁକ୍ତ ଅଳଙ୍କାରବିଶେଷ —A nose tip.

[ଦ୍ରଷ୍ଟବ୍ୟ —ଏହା ନାକ ପୁଡ଼ାରେ ପିନ୍ଧାଯାଏ ଏଥିର ନିମ୍ନରେ ଗୋଟିଏ ଖିଲ ବା ନଡ଼ା ଥାଏ, ତାହା ନାକର ଫୋଡ଼ା ହୋଇଥିବା ରନ୍ଧ୍ରରେ ପୂରାଯାଏ ଏଥିର ଅଗ୍ର ଭାଗରେ ମାଛି, ପାନ, ଫୁଲକଢ଼ି, ଲବଙ୍ଗ ଆଦି ଆକାରର ଗୋଟିଏ ଛତ୍ରାକୃତି ଧାତୁ ବା ମଣି ଥାଏ, ତାହା ନାକ ପୁଡ଼ାରେ ରହେ; ବେସର ଫୁଲ ଅପେକ୍ଷା ବଡ଼]