ନାଖ
ଦେଖଣା
ନାଖ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଲକ୍ଷ)
[ସମ୍ପାଦନା]- ୧. ଲକ୍ଷ (ସଂଖ୍ୟା); ଲାଖ୍ — ୧. Lakh; a hudred thousand.
- ୨. (ସଂସ୍କୃତ - ଲାକ୍ଷା) ଲାଖବତି; ନାଲି ଜଉ — ୨. Shell lac; sealing wax.
ଅନୁବାଦ
[ସମ୍ପାଦନା]ନାଖ
|
- ୩. (ସଂସ୍କୃତ - ଲକ୍ଷ୍ୟ) ବନ୍ଧୁକ ଓ ଶର ଆଦି ମାରିବାର ଶରବ୍ୟ; ଲକ୍ଷ୍ୟ —୩. Aim of a gun or bow; target.
- ୪. (ସଂସ୍କୃତ - ଲକ୍ଷ) ଚିହ୍ନ —୪. A distinguishing mark.
- ୫. ତୁଳନା —୫. Comparision.