Jump to content

ନାଖି

ଉଇକିଅଭିଧାନ‌ରୁ

ନାଖି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -(ସଂସ୍କୃତ - ନାୟକ; ଢୁଳ. ଫାରାସୀ - ଲାଏକ୍= ଯୋଗ୍ୟ; ଇଂ ଲାଇକ୍= ପରି, ସମାନ; ସଂସ୍କୃତ - ଲକ୍ଷ= ତୁଳନା)

[ସମ୍ପାଦନା]
୧. ଉପଯୁକ୍ତ; ଯୋଗ୍ୟ — ୧. Befitting; becoming.

(ଯଥା—ଏ ଦାନ ଆପଣଙ୍କ ପରି ବଡ଼ ଲୋକଙ୍କ ନାଖି ହେଲା ନାହିଁ)

୨. ଯଥେଷ୍ଟ —୨. Sufficient.