ନାଖୋ ଦା
ଦେଖଣା
ନାଖୋ ଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ଫାରାସୀ - ନାଖୁଦା; ନାଖୋଦା=ଜାହାଜର ଅଧ୍ୟକ୍ଷ)
[ସମ୍ପାଦନା]- ୧. ବୋଇତିଆଳ; ଜାହାଜ ବା ବଡ଼ ବୋଇତର ଅଧ୍ୟକ୍ଷ ବା ସ୍ୱାମୀ —୧. The owner or caption of a trading ship or boat; supercargo.
- ୨. ବିଦେଶାଗତ (ବିଶେଷତଃ ବମ୍ୱେଇ ଅଞ୍ଚଳର) ଯେଉଁ ମୁସଲମାନ୍ ମହାଜନମାନେ ଆମ ଦେଶକୁ ଆସି ବହୁ ପରିମାଣରେ ଶସ୍ୟାଦି କିଣି ବିଦେଶକୁ ଜାହାଜ ଆଦିରେ ରପ୍ତାନି କରନ୍ତି —୨. A generic name for big Mahomedan export-merchants (hailing from Bombay and dealing with vast quantities of grain for export).