Jump to content

ନାଗକର୍ଣ୍ଣ

ଉଇକିଅଭିଧାନ‌ରୁ

ନାଗକର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାଗ+କର୍ଣ୍ଣ)

[ସମ୍ପାଦନା]
୧. (୬ଷ୍ଠୀ ତତ୍) ହାତୀର କାନ — ୧. The ear of an elephant.
୨. (ନାଗ ଅର୍ଥାତ୍ ହାତୀର କାନ ପରି ପତ୍ର ଯାହାର; ବହୁବ୍ରୀହି)—ନାଲି ଗବ ଗଛ; ରକ୍ତ ଏରଣ୍ଡ ଗଛ — ୨. The red caster oil seed plant.