ନାଗଗର୍ଭ
=== ସଂସ୍କୃତ - ବିଶେଷ୍ୟ - (ନାଗ=ସୀସା+ଗର୍ଭ=ଉତ୍ପତ୍ତି; ସୀସାରୁ ଯାହାର ଉତ୍ପତ୍ତି; ବହୁବ୍ରୀହି)
ମାଟିଆ ସିନ୍ଦୁର — Vermillion; red lead.