Jump to content

ନାଗଚୂଡ଼

ଉଇକିଅଭିଧାନ‌ରୁ

ନାଗଚୂଡ଼

ଉଚ୍ଚାରଣ

[ସମ୍ପାଦନା]

(ନାଗଧର—ଅନ୍ୟ ନାମ)

ସଂସ୍କୃତ - ବିଶେଷ୍ୟ - (ନାଗ+ଚୂଡ଼ା; ବହୁବ୍ରୀହି; ନାଗ ଯାହାର ଚୂଡ଼ାରେ ଥାଏ)

[ସମ୍ପାଦନା]

ଶିବ; ମହାଦେବ —An epithet of Ṡiba.