Jump to content

ନାଗଦଣ୍ଡୀ

ଉଇକିଅଭିଧାନ‌ରୁ

ନାଗଦଣ୍ଡୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନାଗ+ଦଣ୍ଡ+ଈ)

[ସମ୍ପାଦନା]
୧. ବେଶ୍ୟା — ୧. A whore; prostitute.
୨. ସୂର୍ଯ୍ୟମୂଖୀ ଫୁଲ — ୨. Sun flower; Helianthus.
୩. ହସ୍ତିନୀ —୩. A female elephant.