Jump to content

ନାଗଦତ୍ତ

ଉଇକିଅଭିଧାନ‌ରୁ

ନାଗଦତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଧୃତରାଷ୍ଟ୍ରଙ୍କ ପୁତ୍ରବିଶେଷ — ୧. A son of Dhṛutarāshṭra.
୨. ଜନୈକ ରାଜା —୨. Name of a king.
୩. ପ୍ରସିଦ୍ଧ ବୌଦ୍ଧ ଧର୍ମ ସଂସ୍କାରକ ପଣ୍ଡିତ — ୩. A famous Buddist Pandit and reformer

[ଦ୍ରଷ୍ଟବ୍ୟ —ଏହାଙ୍କର ସମ୍ପ୍ରଦାୟ 'ନାଗଦତ୍ତ' ସଂପ୍ରଦାୟ ନାମରେ ପରିଚିତ]