Jump to content

ନାଗପୁରୀ

ଉଇକିଅଭିଧାନ‌ରୁ

ନାଗପୁରୀ

ଉଚ୍ଚାରଣ

[ସମ୍ପାଦନା]

(ନାଗପୁରିଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ନାଗପୁରବାସୀ — ୧. Residing in Nagpur.
୨. ନାଗପୁରରେ ଉତ୍ପନ୍ନ ବା ପ୍ରସ୍ତୁତ — ୨. Made in Nagpur.


ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପାତାଳ —The nether regions.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିହାରି ଭାଷାର ଭୋଜପୁରି ଭାଖା —Bhojpuri dialect of the Beharee language.

[ ଦ୍ର—ଏହି ଭାଷା ଯାଶପୁର ଓ ତହିଁର ଉତ୍ତରାଞ୍ଚଳରେ କଥିତ]