ନାଗପୁଷ୍ପୀ
ଦେଖଣା
ନାଗପୁଷ୍ପୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଗପୁଷ୍ପୀ
|
ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)
[ସମ୍ପାଦନା]- ୧. ଏକ ପ୍ରକାର ଔଷଧ ଗୁଳ୍ମ — ୧. A medicinal plant.
[ ଦ୍ର—ଏହା ତିକ୍ତ ରସ, ଉଷ୍ଣବୀର୍ଯ୍ୟ, ବିରେଚକ, ତୀକ୍ଷ୍ଣ, କଫ ଓ ପିତ୍ତ ନାଶକ ଏବଂ ବମନ, କୃମି, ଶୂଳ, ଯୋନିଦୋଷ ଓ ବିଷ— ଦୋଷରେ ଉପକାରକ]
- ୨. ନାଗ ଦଅଣା (ଦେଖ) - ୨. Nāga daaṇā (See)
- ୩. ମେଣ୍ଢାସିଂଘୀ; ମେଷ ଶୃଙ୍ଗୀ (ହିନ୍ଦୀ - ଶବ୍ଦସାଗର) — ୩. The screw tree; Gymnema Sylvestre.