Jump to content

ନାଗରକ

ଉଇକିଅଭିଧାନ‌ରୁ

ନାଗରକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ନାଗର+କୁତ୍ସିତାର୍ଥେ. କ)—ଚୋର — ୧. A thief.
୨. (ନଗର+ପ୍ରବୀଣତାର୍ଥେ. କ)—ନଗରରକ୍ଷକ — ୨. A town watchman.
୩. ଚିତ୍ରକର; କଳାବିଦ୍ ବ୍ୟକ୍ତି — ୩. An artist.
୪. ରତିବନ୍ଧବିଶେଷ — ୪. A kind of coitus.

ଊରୁମୂଳୋପରି ସ୍ଥିତ୍ୱା ଯେ ଷିଦୂରୁହୟଂ ରମେତ୍ ଗ୍ରୀବାଂ ଦୂତ୍ୱା କରାଭ୍ୟାଂ ଚ ବନ୍ଧୋନାଗରକୋମତଃ—ରତିମଞ୍ଜରୀ

୫. ଭଦ୍ର ବ୍ୟକ୍ତି — ୫. A polite or courteous person.
୬. ପୌରଜନ —୬. Citizen.


୭. ଅନ୍ୟ ନାଗରୀ ପ୍ରତି ଆସକ୍ତ ଥିବା ଅବସ୍ଥାରେ ପ୍ରଥମ ନାଗରୀ ପ୍ରତି ବିଶେଷ ଅନୁରାଗପ୍ରକାଶକାରୀ ନାଗର — ୭. One who shows exaggerated attention to his first mistress while he is courting some one else (Apte).
୮. ନଗରରକ୍ଷିବଳର ଅଧ୍ୟକ୍ଷ — ୮. The chief of the police (Apte).
୯. ରସିକ ବ୍ୟକ୍ତି —୯. A gallant.
୧. ସଉକୀନ୍ ଲୋକ —୧୦. Beau.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ନାଗର (ଦେଖ) - —Nāgara (See)