Jump to content

ନାଗରାଜ

ଉଇକିଅଭିଧାନ‌ରୁ

ନାଗରାଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନାଗ=ସର୍ପ; ହସ୍ତୀ+ରାଜନ୍=ରାଜା; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ବାସୁକି; ଅନନ୍ତ; ସର୍ପରାଜ —୧. Bāsuki.
୨. ଐରାବତ ହସ୍ତୀ —୨. Indra's elephant.