Jump to content

ନାଗରାଜ ଗତେ

ଉଇକିଅଭିଧାନ‌ରୁ

ନାଗରାଜ ଗତେ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (୧): ନାଗରାଜ+ଗତି; ସଂବୋଧନ; ୨ ନାଗରା +ଜଗତେ

[ସମ୍ପାଦନା]
୧. (ସଂସ୍କୃତ - ନାଗରାଜଗତିର ସଂବୋଧନ) ହେ ହସ୍ତୀ ପରି ଧୀର ମନ୍ଥରଗମନା ସ୍ତ୍ରୀ — ୧. Oh lady having the gait of an excellent elephant.
୨. (ଓ. ନାଗରା+ଜଗତେ=ସଂସାରରେ) ପୃଥିବୀରେ ଲୋକସମାଜରେ ନାଗରା ବା ଡ଼ିଣ୍ଡିମ (ବାଜୁଅଛି) — ୨. To matter is widely proclaimed everywhere.

(ନାଗରା ଜଗତେ—ଅନ୍ୟରୂପ)

ନାଗରାଜଗତେ ଆରେ ନାଗରାଜଗତେ ମୁଁ ତୋର ବୋଲି ବାଜୁଛି ନାଗରା ଜଗତେ—କବିସୂର୍ଯ୍ୟ. ସଙ୍ଗୀତ