Jump to content

ନାଗରା ଦେବା

ଉଇକିଅଭିଧାନ‌ରୁ

ନାଗରା ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବିଷୟ ଡିଣ୍ଡିମଦ୍ୱାରା ଘୋଷଣା କରିବା —୧. To proclaim a matter by beat of drum.
୨. (ଲକ୍ଷଣାର୍ଥ) କୌଣସି ବିଷୟ ସର୍ବତ୍ର ପ୍ରଘଟ କରିବା —୨. (figurative) To publish a matter widely.