ନାଗରିକ
ଦେଖଣା
ନାଗରିକ
ଉଚ୍ଚାରଣ
[ସମ୍ପାଦନା](ନାଗରିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ନଗର+ନିବାସାର୍ଥେ. ଇକ)
[ସମ୍ପାଦନା]- ୧. ନଗରବାସୀ —୧. Living in a town; residing in a town; townbred.
- ୨. ନଗର ସମ୍ୱନ୍ଧୀୟ — ୨. Pertaining to a city; civic; urban.
- ୩. ନଗର ରକ୍ଷୀ —୩. Guarding a town.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସହରିଆ ବ୍ୟକ୍ତି — ୧. Citizen; townsman.
- ୨. ସହରରୁ ଆଦାୟ କରାଯିବା ଶୁଳ୍କ —୨. The toll levied from a town; town duty (Apte).
- ୩. ନଗର ରକ୍ଷୀ ସେନା —୩. Town police.