ନାଗରୀ
ଦେଖଣା
ନାଗରୀ
ଉଚ୍ଚାରଣ
[ସମ୍ପାଦନା](ନାଗର—ପୁଂ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ନଗରୀଜାତା — Town-bred (woman).
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନାଗର+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ରସିକା ନାରୀ —୧. A clever intriguing woman; beaux.
- ୨. ପରପୁରୁଷାସକ୍ତା ସ୍ତ୍ରୀ —୨. A woman who carries on clandestine love-intrigues.
- ୩. ପ୍ରଣୟିନୀ — ୩. One's beloved; sweet-heart (woman).
- ୪. ସ୍ନୁହୀ; ସିଝୁ —୪. Euphorbia.
- ୫. ଦେବନାଗର ଅକ୍ଷରର ପ୍ରକାର ଭେଦ — ୫. A kind of Debanāgari script.