ନାଗରୀଟ
ଦେଖଣା
ନାଗରୀଟ
ଉଚ୍ଚାରଣ
[ସମ୍ପାଦନା](ନାଗବୀଟ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ପୁଂ. (ନାଗରୀ=ଭ୍ରଷ୍ଟା ସ୍ତ୍ରୀ+ଅଟ୍ ଧାତୁ=ଗମନ କରିବା+ଅ. ନପାତନ)
[ସମ୍ପାଦନା]- ୧. ନାଗର — ୧. A libertine; a rake.
- ୨. ଲମ୍ପଟ —୨. A lecher.
ତୁମ୍ଭେ ରତି ମୋତେ ମାଗୁଛ ନାଗରୀଟ କୃଷ୍ଣସିଂହ. ମହାଭାରତ ଆଦି
- ୩. ବିଟ —୩. A catamite.
- ୪. ଉପପତି — ୪. An illicit lover; a paramour.
- ୫. ବିବାହ ବିଷୟରେ ମଧ୍ୟସ୍ଥ; ଭଲଲୋକ — ୫. A matchmaker (Apte).
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ନଗରଜାତ — Town bred; produced in town.