ନାଗର ଦୋଳା
,* ହିନ୍ଦୀ: ला, रामहिरोला
ବୃହତ୍ ଦୋଳାବିଶେଷ — A swing; seesaw; a whirlgig.
[ଦ୍ରଷ୍ଟବ୍ୟ —ଏଥିରେ ଅନେକ ଲୋକ ଏକତ୍ର ଝୁଲି ପାରନ୍ତି ଏହା ଦୁଇ ପ୍ରକାର—୧ ଚକ୍ରାକାର, ୨ କେନ୍ଦ୍ରରେ ଲଗ୍ନ ଠିଆ ବାଗରେ ଉପରକୁ ଓ ତଳକୁ ଚକ୍ରାକାରରେଗତି କରୁଥିବା]