ନାଗର ମୁସ୍ତକ
ଦେଖଣା
ନାଗର ମୁସ୍ତକ
ଉଚ୍ଚାରଣ
[ସମ୍ପାଦନା](ନାଗର ମୁସ୍ତା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନାଗର ମୁସ୍ତକ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବଡ଼ ମୁଥା; ଏକପ୍ରକାର ଘାସର ବନ୍ଦ ବା ମୂଳ — A kind of grass root, Mariscus Cyprus; Cyperus Scariobus; Cyperus Hexastychius Communis.
[ ଦ୍ର—ଏହା ଏକପ୍ରକାର ଘାସର ମୂଳ; ଏହାର ଡ଼ାଳ ନାହିଁ, ମୂଳରୁ ସରୁ ଓ ମୁନିଆଁ ପତ୍ରଗୁଡ଼ିଏ ଓ ଗୋଟିଏ ଦଣ୍ଡ ବାହାରେ ଦଣ୍ଡର ଅଗରେ ଫୁଲ ପେନ୍ଥା ହୋଇ ବାହାରେ ଏହାର ମୂଳ ମୁଥାଠାରୁ ବଡ଼ ଓ ସୁଗନ୍ଧ ଏହା ଅନୂପ ପ୍ରଦେଶ ବା ନିମ୍ନ ଆର୍ଦ୍ର ଭୂମିରେ ଜନ୍ମେ ଡ଼େମ୍ଫ ଅପେକ୍ଷା ପତ୍ର ଛୋଟ ମୂଳରେ ୨୩:ଟି ମାତ୍ର ପତ୍ର ଥାଏ ଏହାର ଗୁଣ ତିକ୍ତ, କଟୁ କଷାୟ ଓ ଶୀତଳ ଏହା କଫ, ପିତ୍ତଜ୍ୱର, ଅତିସାର, ଅରୁଚି, ତୃଷ୍ଣା, ଦାହ ଓ ଭ୍ରମ ନାଶକ]