Jump to content

ନାଗାଙ୍ଗନା

ଉଇକିଅଭିଧାନ‌ରୁ

ନାଗାଙ୍ଗନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାଗ+ଅଙ୍ଗନା)

[ସମ୍ପାଦନା]
୧. ହସ୍ତିନୀ — ୧. A female elephant.
୨. ହାତିର ଶୁଣ୍ଢ —୨. The probosics of an elephant (Apte).
୩. ନାଗ ଜାତୀୟ ସ୍ତ୍ରୀ (ନାଗ ତଳେ ନୋଟ ଦେଖ) — ୩. A female of the Nāga tribe.