Jump to content

ନାଗାନ୍ତକ ବିଦ୍ୟା

ଉଇକିଅଭିଧାନ‌ରୁ

ନାଗାନ୍ତକ ବିଦ୍ୟା

ଉଚ୍ଚାରଣ

[ସମ୍ପାଦନା]

(ନାଗାନ୍ତ ବିଦ୍ୟା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -(ନାର୍ଗାଜୁନଙ୍କଦ୍ୱାରା ପ୍ରଥମେ ପ୍ରବର୍ତ୍ତିତ ହୋଇଥିବାରୁ)

[ସମ୍ପାଦନା]
୧. ଗୁଣି ଗାରିଡ଼ି; ମନ୍ତ୍ର ଯନ୍ତ୍ର — ୧. Black magic; charms.
୨. ଧାତୁର ମାରଣ ଜାରଣ ବିଦ୍ୟା; ହିନ୍ଦୁ ରସାୟନ ତନ୍ତ୍ର — ୨. Hindu alchemy.
୩. ସର୍ପ ବଶୀକରଣ ବିଦ୍ୟା —୩. Snake-charm.