Jump to content

ନାଗୁଆ

ଉଇକିଅଭିଧାନ‌ରୁ

ନାଗୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ -

[ସମ୍ପାଦନା]
୧. ନିତି ଦିଆ ଯାଉଥିବା ବା ନିଆ ଯାଉଥିବା (ପଣ୍ୟ ଦ୍ରବ୍ୟାଦି) —୧. (commodities) Which are taken or supplied regularly every day.
୨. ନିତି କୌଣସି ପଣ୍ୟ ଦ୍ରବ୍ୟ ଦେଉଥିବା ବା ନେଉଥିବା (ବ୍ୟକ୍ତି —୨. (a person) Who supplies or takes any article every day.
୩. କୌଣସି କାର୍ଯକୁ ନିତି କରୁଥିବା ବା କରାଉଥିବା (ବ୍ୟକ୍ତି) —୩. (a person) Who uses to do any work every day.

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

କୌଣସି ବ୍ୟବହାର୍ଯ୍ୟ ପଣ୍ୟଦ୍ରବ୍ୟ (ଦୁଧ, ଘିଅ, ପରିବା) କୌଣସି ବ୍ୟକ୍ତିକୁ ପ୍ରତିଦିନ ଯୋଗାଇବାର ବ୍ୟବସ୍ଥା — An arrangement for the regular daily supply of any commodity to a person.