Jump to content

ନାଗେଶର

ଉଇକିଅଭିଧାନ‌ରୁ

ନାଗେଶର

ଉଚ୍ଚାରଣ

[ସମ୍ପାଦନା]

(ନାଗେଶ୍ୱର—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଗକେଶର)

[ସମ୍ପାଦନା]
୧. ନାଗକେଶର (ଦେଖ) - Nāgakeṡara (See)
୨. ସାପୁଆ କେଳା ମାନେ ଯେଉଁ ସୁସ୍ୱର ବଂଶୀବାଦ୍ୟ ବଜାଇ ସାପକୁ ଖେଳାନ୍ତି ଓ ଗାତରୁ ସାପ ବାହାର କରାଇ ଆଣନ୍ତି — A kind of flute blown by snake charmers and snake catchers.

ତେ—ନାଗକେଶରଲୁ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ନାଗ=ହସ୍ତୀ+ଈଶ୍ୱର= ଶ୍ରେଷ୍ଠ) ବଡ଼ ହାତୀ —୧. A big elephant .
୨. ସର୍ପଶ୍ରେଷ୍ଠ —୨. The chief of serpents.

(ଦେଶଜ ୨ୟ ଅର୍ଥ ଓ ସଂସ୍କୃତ ପ୍ରଥମ ଅର୍ଥର ଶିଷ୍ଟ ପ୍ରୟୋଗ—ଯଥା ===

ନହେ ଆକାସ ଘର, ମାନସ ସରୋବର, ଶୁଭିଲା ନାଗେଶ୍ୱର ରବ କବିସୂର୍ଯ୍ୟ. ସର୍ପଜଣାଣ)