Jump to content

ନାଗେଶରି

ଉଇକିଅଭିଧାନ‌ରୁ

ନାଗେଶରି

ଉଚ୍ଚାରଣ

[ସମ୍ପାଦନା]

(ନାଗଶରି, ନାଗେଶ୍ୱରି—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଗ+ଈଶ୍ୱର)

[ସମ୍ପାଦନା]

ସାପୁଆକେଳାମାନେ ବଜାଇବାର ଏକ ପ୍ରକାର ପେଁ ଏକାଳୀ — A kind of flute blown by snake charmers.

[ଦ୍ରଷ୍ଟବ୍ୟ —କେଳାମାନେ ଏହାକୁ ବଜାଇଲେ ନାଗମାନେ ଗାତରୁ ବାହାରନ୍ତି ଓ ଫଣା ଟେକି ଏହା ଶୁଣନ୍ତି ଏହାର ମୁହଁ ଓ ଅଗରେ ନଳି ଥାଏ ଓ ମଝିରେ ଗୋଟିଏ ଗୋଲାକାର ତୁମ୍ୱୀ ଥାଏ]