Jump to content

ନାଗୋଦର

ଉଇକିଅଭିଧାନ‌ରୁ

ନାଗୋଦର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଛାତି ଆବରଣ କରିବା ସାଞ୍ଜୁ — ୧. A breastplate (Apte).
୨. ଏକପ୍ରକାର ଗର୍ଭୋପଦ୍ରବ; ଗର୍ଭିଣୀର ରୋଗବିଶେଷ — ୨. A peculiar disease of pregnancy (Apte).