ନାଗ କନ୍ୟକା
ଦେଖଣା
ନାଗ କନ୍ୟକା
ଉଚ୍ଚାରଣ
[ସମ୍ପାଦନା](ନାଗ କନ୍ୟା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପୁରାଣୋକ୍ତ ପାତାଳ ପୁରବାସୀ ନାଗଜାତିର କନ୍ୟା —A virgin or girl of the mythological Nāga tribe inhabiting the nether world.
[ଦ୍ରଷ୍ଟବ୍ୟ —ମନ୍ଦିରାଦିରେ ଅଙ୍କିତ ବା ଖୋଦିତ ଚିତ୍ରରେ ଏମାନଙ୍କର କଟି ଠାରୁ ଉପର ଅଙ୍ଗମାନ ମନୁଷ୍ୟ ପରି ଓ ନିମ୍ନ ଅଙ୍ଗ ସର୍ପ ପରି ଗୋଟିଏ ଲାଞ୍ଜଯୁକ୍ତ ହୋଇ ଖୋଦିତ ବା ଚିତ୍ରିତ ହେବାର ଦେଖାଯାଏ]